Monday, 14 May 2018

MY FAMILY // ମୋ ପରିବାର ।। FAMILY BY MAHESWAR KABI

         
ସରଗଠୁ ସୁନ୍ଦର ମୋ ପରିବାର,
ତା ପାଇ ରଖିଛି ସପନ ସାଗର।
ସଭିଙ୍କ ଓଠରେ ଦେଖିବାକୁ ହସ,
ରହିଛି ରହିବ ମୋହରି ପ୍ରୟାସ।
ସଭିଙ୍କ ସ୍ନେହରେ ମୋହରି ଭାବନା,
ଖୁସି ଆଣିବା ଅଟଇ ମୋ କଳ୍ପନା।
ଆଣିବିନି କେବେ କାହାରି ଲୋତକ,
ସଭିଙ୍କ ସ୍ନେହକୁ କରିଛି ସନ୍ତକ।
ରଖ ଆର୍ଶିବାଦ ଜଗତ ଇଶ୍ବର ,
ସରଗଠୁ ସୁନ୍ଦର ମୋ ପରିବାର ।
                         ମହେଶ୍ୱର କବି

1 comment:

ଓଡିଆ କବିତା ପଢନ୍ତୁ ଓଡିଆ ରଖନ୍ତୁ

ସୁବାଷ ବୋଷ ପ୍ରଧାନମନ୍ତ୍ରୀ ହୋଇଥିଲେ ଆମ ଦେଶ କିପରି ହୋଇଥାନା / ତୁମେ ହେଁ ନେତାଜୀ / Suvash Chandra Bose

                                                           ମହେଶ୍ୱର ବେହେରା ( କବି )             ନେବା ଲାଗି ନେତା            ଧରିଛନ୍ତି ଛତା ...