ସବୁରି ସମୟ ଯେଉ ସମୟ ଆମ ପାଖରୁ କିଛି ନେଇ ଯାଇଛି ସେହି ସମୟ ସେହି ସବୁ ପାଇବାର ସୁଯୋଗ ଅବଶ୍ୟ ଦେବ। ଦେବେ ଆମରି ଧୈଯ୍ଯ ମଧ୍ୟ ବହୁତ୍ ଆବଶ୍ୟକ। ମୁଦ୍ରାର ଦୁଇଟି ପାଶ୍ବ ରହିଛି ସେହିପରି ମଣିଷ ଜୀବନରେ ସୁଖ , ଦୁଃଖ ମିଶି ରହିଛି।
ଯଦି ତୁମେ ଅତୀତର ଦୁଃଖକୁ ମନେ ପକାଇ ଦୁଃଖିତ ହେଉଛ ତେବେ ତାହା ଭୁଲ୍ । ଅତୀତର ଦୁଃଖ ନୁହେ ଅତୀତର ଭୁଲ୍ କୁ ମନେରଖନ୍ତୁ ଯେଉଁ ପରି ସେହି ଭୁଲ୍ ପୁଣି ଥରେ ନ ହୁଏ।
ସମୟ ବଦଳେ ଜୀବନ ସୁଧାରେ
ରଖିଲେ ଉଚ୍ଚ ଭାବନା,
ନିଜର କରମ ବଢାଏ ଧରମ
ସତ କରେ ସେ କଳ୍ପନା।
ଜୀବନ ପଥରେ ଆମରି ସାଥୀରେ
ରହିଅଛି କଣ୍ଟା ଫୁଲ ,
ଯାହା ବିଁ ଘଟିଛି ଯାହା ବି ଘଟୁଛି
ସବୁକିଛି ହେବ ଭଲ।
ସକଳ ମଣିଷ ସମୟର ଦାସ
ଚାଲେ ଦେଇ ତାକୁ ତାଳ,
କେବେ ସେ ସରସ କେବେ ନାଗଫାଶ
ପୁଣି କେବେ ହୁଏ କାଳ।
ଜୀବନ ଆମର ଆଲୋକ ଅନ୍ଧାର
ରହିଅଛି ସଦା ଘେରି,
ଅନ୍ଧାର ପରେ ହିଁ ଆଲୋକର ମହି
ରଚିଛନ୍ତି ବିଶ୍ବଧାରି ।
ଅତିତର ଦୁଃଖ ଦିଏନାହିଁ ସୁଖ
ରଖନାହିଁ ତାହା ମନେ,
ତୃଟିକୁ ସୁଧାରି ଭୁଲିଯାଇ କଳି
ଆଗକୁ ବଢ ଜୀବନେ।
ଯଦି ତୁମେ ଅତୀତର ଦୁଃଖକୁ ମନେ ପକାଇ ଦୁଃଖିତ ହେଉଛ ତେବେ ତାହା ଭୁଲ୍ । ଅତୀତର ଦୁଃଖ ନୁହେ ଅତୀତର ଭୁଲ୍ କୁ ମନେରଖନ୍ତୁ ଯେଉଁ ପରି ସେହି ଭୁଲ୍ ପୁଣି ଥରେ ନ ହୁଏ।
ସମୟ ବଦଳେ ଜୀବନ ସୁଧାରେ
ରଖିଲେ ଉଚ୍ଚ ଭାବନା,
ନିଜର କରମ ବଢାଏ ଧରମ
ସତ କରେ ସେ କଳ୍ପନା।
ଜୀବନ ପଥରେ ଆମରି ସାଥୀରେ
ରହିଅଛି କଣ୍ଟା ଫୁଲ ,
ଯାହା ବିଁ ଘଟିଛି ଯାହା ବି ଘଟୁଛି
ସବୁକିଛି ହେବ ଭଲ।
ସକଳ ମଣିଷ ସମୟର ଦାସ
ଚାଲେ ଦେଇ ତାକୁ ତାଳ,
କେବେ ସେ ସରସ କେବେ ନାଗଫାଶ
ପୁଣି କେବେ ହୁଏ କାଳ।
ଜୀବନ ଆମର ଆଲୋକ ଅନ୍ଧାର
ରହିଅଛି ସଦା ଘେରି,
ଅନ୍ଧାର ପରେ ହିଁ ଆଲୋକର ମହି
ରଚିଛନ୍ତି ବିଶ୍ବଧାରି ।
ଅତିତର ଦୁଃଖ ଦିଏନାହିଁ ସୁଖ
ରଖନାହିଁ ତାହା ମନେ,
ତୃଟିକୁ ସୁଧାରି ଭୁଲିଯାଇ କଳି
ଆଗକୁ ବଢ ଜୀବନେ।
No comments:
Post a Comment