ଯେ କୈଣସି କର୍ମସଂସ୍ଥାନ ପରି ଆମରି ଏ ପରିବାର। ବାପା ଆମରି ମାଲିକ୍ ହେଲେ ବି ମା ମ୍ଯାନେଜର୍ ପରି ସବୁ କଥା ବୁଝି ଥାଆନ୍ତି।ଆମରି ପ୍ରତିଟି କଥା ବୁଝି ଆମକୁ ମଣିଷ ପରି ମଣିଷଟିଏ କରିବାକୁ ଆପ୍ରାଣ ଚେଷ୍ଟା କରିଥାଏ। ପିଲାବେଳେ ନ ଖାଉଥିଲେ ତାରା ଦେଖାଇ ଆମକୁ ବୁଝାଏ।
ଅନ୍ଧାର ମଧ୍ୟରୁ ଆଣି ଏ ଦୁନିଆର ଆଲୋକ ଦେଖାଇଛି। ଯାହା ବି ଆମ ପାଇ କରେ ପାଇବାର ଆଶା ଛାଡି କରେ କେବଳ ଶିଶୁର ମଙ୍ଗଳ ହିଁ ଚାହୁଥାଏ। ଭୁଲ୍ ବାଟରେ ଗଲେ ସାରଥି ପରି ଆମ ବାଟ କଢେଇ ନିଏ।
ଗୋଟିଏ ଧାଡିରେ କହିଲେ , " ମାଁ ସରଗଠୁ ବଡ ପୁଣି ମାଟିଠୁ ଭାରି"
ମା ସରଗଠୁ ବଡ ପୁଣି ମାଟିଠୁ ଭାରି, ମା ଡାକ ଏଇ ଦୁନିଆରେ ଅମୃତ ପରି ।
ଦୁଃଖରେ ବିପଦରେ କୋଳେଇ କାନ୍ଦିଲେ ବୁଝାଏ ସେ ତାରା ଦେଖାଇ , ରୁଷିଲେ ରାଗିଲେ ବୁଝାଇ ନିଏ ଆଦରି , ମା ସରଗଠୁ ବଡ ପୁଣି ମାଟିଠୁ ଭାରି
ଅନ୍ଧାରୁ ଆଣି ସେ ଆଲୋକ ଦେଇଛି,
ସବୁ କରେ ସେ ପାଇବା ଆଶା ପୋଛି ,
ଏଇ ଯୁନ୍ଧ ଭୂମିରେ ସାରଥି ହୋଇ,
ସବୁବେଳେ ସେ ଦିଏ ବାଟ କଢେଇ ,
ସୁଖରେ ଦୁଃଖରେ ଥାଏ ସେ ପାଖେ ଆମରି ,
ମା ସରଗଠୁ ବଡ ପୁଣି ମାଟିଠୁ ଭାରି ,,,,,,,,