ଏମିତି କେତୋଟି ସୁତ୍ର ରହିଛି ଯାହା ଦ୍ବାରା ମଣିଷର ଭାଗ୍ଯ ସମୟ ବଦଳାଇ ଦିଏ।
୧ :- ଅତୀତର ଯେଉ କଥା ମନକୁ କଷ୍ଟ ଦିଏ ତାହା ଭୁଲିଯିବା କିମ୍ବା ତାହା ମନରୁ ଦୂର କରି କର୍ମ କରିବା ଉଚିତ୍।
୨:- ଗୋଲାପ ଫୁଲର ଚାରିପାଖରେ ଯେଉ ଭାବରେ କଣ୍ଟା ରହିଥାଏ ସେହିପରି ସଫଳତା ପାଇ କଷ୍ଟ ସହି ଧୈଯ୍ଯର ସହ ସଂକଳ୍ପବଦ୍ଧ ହେବା ଉଚିତ୍।
୩:- ବିପଦକୁ ଡରି ସୁଖର ଘେରରେ ରହିଲେ ସଫଳତା ଦୂରେଇ ଯାଏ।
୪:- ଯେତେ ଧନ ଥିଲେ ବି ଆମେ ବିତିଯାଇଥିବା ଗୋଟିଏ ମୂହୁର୍ତ୍ତ ବି କିଣି ପାରିବା ନାହିଁ ତେଣୁ ଏମିତି କିଛି କରନାହି ଯାହା ପାଇ ଭବିଷ୍ୟତରେ ପଶ୍ଚାତାପ କରିବାକୁ ପଡିବ।
ଅତିତର କଥା ଦିଏ ଯଦି ବ୍ଯଥା
ଭୁଲିଯିବା ଅଟେ ଭଲ,
କଣ୍ଟାର ଆଘାତ କଷ୍ଟ ଦିଏ ସତ
ଦିଏ ସେ ସୁନ୍ଦର ଫୁଲ ।
କଣ୍ଟାର ପ୍ରାଚୀର ମଝିରେ ତା ଘର
ଭିତରେ ଅଛି ଗୋଲାପ,
ସଫଳତା ସ୍ବାଦ ବିଭବ ସମ୍ପଦ
ମିଳେ ରଖିଲେ ସକଂଳ୍ପ ।
ବିପଦକୁ ଡରି ରଖି ସୁଖ ବାରି
ମିଳେନାହି ସଫଳତା ,
ସମୟ ଆଗତେ ଭିନ୍ନ ଭିନ୍ନ ମତେ
ଜିତି ହୁଏନା ସଭ୍ଯତା ।
ବିତିଯାଇ ଥିବା ଚାଲିଯାଇ ଥିବା
ମୁହୂର୍ତ୍ତ କେବେ ଫେରେନା,
କରିଲେ କ୍ରନ୍ଦନ ଯେତେ ଦେଲେ ଧନ
ଅତିତ କିଣି ହୁଏନା।
ଅତିତ କଥାରେ ତାହାରି ବ୍ଯଥାରେ
ମନ ହୁଏ ଯଦି ଘୋରି,
ସେପରି ବ୍ଯଥାକୁ ପଚାରି ମନକୁ
ସେହି ବ୍ଯଥା ଦିଅ ମାରି ।
ମହେଶ୍ୱର କବି
NOTE :- This is an odia poem which is written by Maheswar Kabi. In this poem it is explain that how time can change our Luck. Give your opinion in as comment.
ଦ୍ରଷ୍ଟବ୍ଯ:- ଆଶା କରେ କି ଆପଣ ମାନଙ୍କୁ ଏହି କବିତା ଏବଂ ଲେଖା ଆପଣଙ୍କୁ ପସନ୍ଦ ଆଶିଥିବ। ସମୟକୁ ନେଇ ଲେଖା ଯାଇଥିବା ଏହି କବିତା ପସନ୍ଦ ଆସିଥିଲେ ନିଜର ମତାମତ ଦିଅନ୍ତୁ ଓ ନିଜ ବନ୍ଧୁମାନଙ୍କ ସହ ସେୟାର୍ କରନ୍ତୁ।
ଧନ୍ୟବାଦ

No comments:
Post a Comment