Unknown Fact of a boy by odia poem :- This is an odia poem in which i explain that a boy face same thing which face girl. We respect to all girl. But this poem is about the unknown fact of a boy.
ପୁଅର ଅଜଣା କଥା :- ଝିଅଟିଏ ନିଜ ଘର ଛାଡି ଅନ୍ଯ ଏକ ଘରକୁ ଯାଏ । ପରକୁ ଆପଣା କରି ସଭିଙ୍କ ଯତ୍ନ ନିଏ। ଆମେ ନାରୀର ସର୍ମାନ କରୁଛୁ। ପୁଅଟିଏ ବି ଘର ଛାଡି ବାହାରକୁ ଯାଏ କେବେ ପଢିବା ତ କେବେ କାମ କରିବାକୁ। ଯିଏ କେବେ ରୋଷେଇ କରି ନଥାଏ ବାହାରେ ରୋଷେଇ କରେ ଓ ଲୁଣିଆ, ଅଲଣା ସବୁ ଖାଇଦିଏ। କେବେ କେବେ ଉପାସ ରହିଯାଏ। ଏହି କବିତାଟି ସେଥିରେ ଆଧାରିତ। ଆଶା କରୁଛି ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ।
କିଏ ସେ କହୁଚି ଯେ କେବଳ ଝିଅ
ଅଚିହ୍ନା ଘରକୁ ଯାଏ ,
ପୁଅଟି ସତରେ ନିଜର ଘରରେ
ସବୁବେଳେ ରହିଥାଏ ?
ପଢିବା ପାଇକି କେବେ ସେ କାମରେ
ନିଜ ଘର ଛାଡିଦିଏ ,
ଯିଏ ହାଣ୍ଡିଶାଳ କେବେ ଯାଇନାହିଁ
ରୋଷେଇ ବି କରୁଥାଏ,
କେବେ କେବେ ପୁଣି ଖାଦ୍ଯ ଅଭାବରେ
ଉପାସରେ ଶୋଇଯାଏ,
ଖାଦ୍ୟର ଦାବିରେ ଯେଉ ପିଲା ଦିନେ
ମା ସହ ଝଗଡା ଦିଏ ,
ଦେଖ ଆଜି ସିଏ ଲୁଣିଆ ଅଲଣା
ସବୁକିଛି ଖାଇଯାଏ ,
କିଏ ସେ କହୁଚି ଯେ କେବଳ ଝିଅ
ଅଚିହ୍ନା ଘରକୁ ଯାଏ ।
ମହେଶ୍ୱର ବେହେରା(କବି)
NOTE :- I hope you like this poem. If you like do not for get to comment and share it .
Thank you
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବ। ନିଜର ମତାମତ ଦେବାକୁ ଭୁଲିବେନି ଓ ସେୟାର୍ ନିଶ୍ଚୟ କରନ୍ତୁ ।

No comments:
Post a Comment