ଶ୍ରୀ ସୁବାଷ ଚନ୍ଦ୍ର ବୋଷ :- ଏହି ସ୍ବାଧୀନତା ସଂଗ୍ରାମୀ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ଏମିତି ବହୁତ୍ କିଛି କଥା ଅଛି ଯାହା ଆପଣ ଜାଣି ନଥିବେ।
୧:- ଶ୍ରୀ ସୁବାଷ ଚନ୍ଦ୍ର ବୋଷ ବହୁତ କମ୍ ସମୟ ପଢି କଲେକ୍ଟର ପାଇ ପ୍ରବେଶିକା ପରୀକ୍ଷା ଉତୀନ୍ନ କରିଥିଲେ କିନ୍ତୁ ଇଂରେଜ ମାନଙ୍କ ବ୍ୟବସ୍ଥାରେ ନ ମିଶିବା ପାଇଁ ଜିଲ୍ଲାପାଳ ଭଳି ବଡ ଚାକିରି ଛାଡି ଦେଇଥିଲେ।
୨:- ଦେଶରେ ସ୍ବରାଜ୍ଯ ଫେରାଇ ଆଣିବା ପାଇ ଯେତେବେଳେ ଫେରିଲେ ତାଙ୍କର ସ୍ବାଗତ ପାଇ ଷ୍ଟେସନରେ ବଡ ଜନ ଗହଳି ଲାଗି ଯାଇଥିଲା । ଏହା ଦେଖି ସୁବାଷ ବୋଷ ସେହି ଦିନ କହିଥିଲେ କି ଏଥର ଆମ ସ୍ବରାଜ୍ଯ ଫେରିବାକୁ କେହି ଅଟକେଇ ପାରିବେ ନାହିଁ ।
୩:- ଦେଶର ସ୍ବରାଜ୍ଯ ପାଇ ପ୍ରଥମେ ସେ ଗାନ୍ଧିଜୀଙ୍କ ସହ ମିଶି କଂଗ୍ରେସରେ ମିଶିଥିଲେ। ସେ ଦୁଇ ଦୁଇ ଥର କଂଗ୍ରେସର ସଭାପତି ହୋଇଥିଲେ। ଗାନ୍ଧିଜୀଙ୍କ ଅହିଂସା ପସନ୍ଦ ନ ଆସିବାରୁ ସେ କଂଗ୍ରେସ ଛାଡି ଦେଇ ବିଦେଶ ଚାଲି ଯାଇଥିଲେ।
୪:- ଜାପାନର ହିଟଲରଙ୍କ ସହ ମିଶି ଦେଶର ବାହାରେ ଥିବା ଭାରତୀୟ ସୈନଙ୍କୁ ନେଇ ଆଜାଦ୍ ହିନ୍ଦ ଫୈଜ ଗଠନ କରିଥିଲେ।
୫:- ଆଜି ବି ଶ୍ରୀ ସୁବାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଛି।
ତାଙ୍କ ପାଇ ଏହି କବିତା ସମର୍ପିତ କରା ଯାଇଛି
ଜୟ ହିନ୍ଦ •••• ଜୟ ହିନ୍ଦ •••• ଜୟ ହିନ୍ଦ ••••
ସୁଭାଷ ଚନ୍ଦ୍ର ପାଇଥିଲେ ବିପଦ , ଜୟ ହିନ୍ଦ
ସ୍ବାଧିନତା ପାଇ ବଢାଇଲେ ପାଦ ,ଜୟ ହିନ୍ଦ
ଛାଡିଦେଲେ ସବୁ ସର୍ମାନ ସୁଆଦ ,ଜୟ ହିନ୍ଦ
ପୂଜିଥିଲେ ଭାରତ ମାତାର ପଦ ,ଜୟ ହିନ୍ଦ
ବନ୍ଦେ ମାତରମ୍ •• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
ସ୍ବାଧିନତା ପାଇ ଛାଡିଲେନି ଜିଦ୍ ,ଜୟ ହିନ୍ଦ
ଗୋରାଙ୍କୁ ଯିବାଙ୍କୁ କରିଲେ ତାଗିଦ୍,ଜୟ ହିନ୍ଦ
ଭାରତ ମାତାର ପାଇ ଆର୍ଶିବାଦ , ଜୟ ହିନ୍ଦ
ଭୁଲିଗଲେ ସବୁ ସମ୍ପଦ ବିପଦ , ଜୟ ହିନ୍ଦ
ଗୋରାଙ୍କ ରହିବା କରିଦେଲେ ବନ୍ଦ ,ଜୟ ହିନ୍ଦ
ଲିଭାଇଲେ ତାଙ୍କ ପୁନେଇ ଚାନ୍ଦ , ଜୟ ହିନ୍ଦ
ବନ୍ଦେ ମାତରମ୍•• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
ଗୋରାଙ୍କ ଉପରେ ସାଇତି ବିପଦ ,ଜୟ ହିନ୍ଦ
ହୃଦୟ ଗଢିଲ ବିଶାଳ ବାରୁଦ , ଜୟ ହିନ୍ଦ
ଭାରତବାସୀଙ୍କ ଆଖିରେ ଆନନ୍ଦ , ଜୟ ହିନ୍ଦ
ଦେଶର ଉପରୁ ହଟିଲା ବିପଦ , ଜୟ ହିନ୍ଦ
ଇଂରେଜଙ୍କ ଗୁଳିକୁ ଦେଖାଇ କାନ୍ଧ , ଜୟ ହିନ୍ଦ
ଦେଖାଇ ଦେଲ ତାଙ୍କୁ ରକ୍ତର ହ୍ରଦ , ଜୟ ହିନ୍ଦ
ବନ୍ଦେ ମାତରମ୍•• ବନ୍ଦେ ମାତରମ୍•• ବନ୍ଦେ ମାତରମ୍••
ମହେଶ୍ବର କବି
You Tube:- MaheswarKABI Creations
ଦ୍ରଷ୍ଟବ୍ଯ:- ଆଶା କରେ କି ଆପଣ ମାନଙ୍କୁ ଏହି କବିତା ଭଲ ଲାଗିଥିବା । ଆପଣଙ୍କୁ ଯଦି ଭଲଲାଗିଲା ତେବେ ସେୟାର୍ କରନ୍ତୁ ।
ଧନ୍ୟବାଦ

No comments:
Post a Comment